ଥକ୍ ଖାଇବା Thak khāibā
- ଦେ. କ୍ରି. (ସଂ. ସ୍ଥଗ୍ ଧାତୁ; ପ୍ରା. ଥକ୍କ ଧାତୁ) — ଅବସନ୍ନ ହେବା — To be exhausted; to sink down
- ଦେ. କ୍ରି. (ସଂ. ସ୍ଥଗ୍ ଧାତୁ; ପ୍ରା. ଥକ୍କ ଧାତୁ) — କହୁ କହୁ ହଠାତ୍ ତୁନି ହେବା — To stop suddenly while speaking
- ଦେ. କ୍ରି. (ସଂ. ସ୍ଥଗ୍ ଧାତୁ; ପ୍ରା. ଥକ୍କ ଧାତୁ) — ଗତିରହିତ ହେବା — To stop
- ଦେ. କ୍ରି. (ସଂ. ସ୍ଥଗ୍ ଧାତୁ; ପ୍ରା. ଥକ୍କ ଧାତୁ) — ନିର୍ବାକ୍ ହେବା; ଅବାକ୍ ହେବା — To become dumb through fear or exhaustion
- ଦେ. କ୍ରି. (ସଂ. ସ୍ଥଗ୍ ଧାତୁ; ପ୍ରା. ଥକ୍କ ଧାତୁ) — ନିବୃତ୍ତ ହେବା — To cease from any work