ଥକେଇବା Thakeibā

  • ଦେ. କ୍ରି—(ସଂ. ସ୍ଥଗିତ୍; ଥକିବା କ୍ରିୟାର ଣିଜନ୍ତ ରୂପ) — ସ୍ଥଗିତ କରିବା — To stop
  • ଦେ. କ୍ରି—(ସଂ. ସ୍ଥଗିତ୍; ଥକିବା କ୍ରିୟାର ଣିଜନ୍ତ ରୂପ) — ନିଜ ନୟନେ ଥକାଇ ନୀରକୁ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. କ୍ରି—(ସଂ. ସ୍ଥଗିତ୍; ଥକିବା କ୍ରିୟାର ଣିଜନ୍ତ ରୂପ) — ସ୍ତମ୍ଭିତ କରିବା — To make dumb
  • ଦେ. କ୍ରି—(ସଂ. ସ୍ଥଗିତ୍; ଥକିବା କ୍ରିୟାର ଣିଜନ୍ତ ରୂପ) — ଶ୍ରାନ୍ତ କରାଇବା — To tire
  • ଦେ. କ୍ରି—(ସଂ. ସ୍ଥଗିତ୍; ଥକିବା କ୍ରିୟାର ଣିଜନ୍ତ ରୂପ) — କଥା କହୁ କହୁ ମଝିରେ ମଝିରେ ତୁନି ହୋଇଯିବା — To stop or halt during a talk