ଥକେଇ ଥକେଇ Thakei thakei

  • ଦେ. ଅ. — ରହି ରହି; ଧୀରେ ଧୀରେ; ଆସ୍ତେ ଆସ୍ତେ — Slowly; by degrees
  • ଦେ. ଅ. — ମଝିରେ ମଝିରେ ବନ୍ଦ ହୋଇ — At intervals
  • ଦେ. ଅ. — (ଯଥା—ଆଜି ଦିନଯାକ ଥକେଇ ଥକେଇ ବରଷା ହଉଛି।)