ଥକାସି Thakāsi

  • ଗ୍ରା. ବିଣ.—(ସଂ. ସ୍ଥଗିତ) — ଶ୍ରାନ୍ତ; କ୍ଳାନ୍ତ — Tired; fatigued
  • ଗ୍ରା. ବିଣ.—(ସଂ. ସ୍ଥଗିତ) — ସାଆନ୍ତ ବଡ଼ ଥକାସି ହୋଇ ଗଲେଣି। କୁନ୍ତଳାକୁମାରୀ. ନଅତୁଣ୍ଡୀ।