ତଢ଼ଉ Taṟḍ̠ẖau

  • ଦେ. ବି. — ଦେବତା ବା ରାଜାଙ୍କ ଭଣ୍ଡାରଘରର ତତ୍ତ୍ୱ ନେବା ଓ ହିସାବ ରଖିବା କରଣ ବା କାର୍ଯ୍ୟ। — Accountant and store-keeper of a temple or a Rājā
  • ଦେ. ବି. — ପାଦର ଅଳଙ୍କାରବିଶେଷ — A kind of ornament put on the foot