ତଡ଼୍ (ଧାତୁ) Taṟḍ̠ (root)
- ସଂ — ଦୁଃଖ ଦେବା — To affict
- ସଂ — ଆଘାତ କରିବା — To hurt; to strike
- ସଂ — ବନ୍ଧନ କରିବା — To bind
- ସଂ — ତାଡ଼ନା ଦେବା; ଦଣ୍ଡ ଦେବା — To inflict. punishment; to punish by beating
- ସଂ — ବାଦ୍ୟ ବଜାଇବା — To strike a musical instrument
- ସଂ — (ଗଣିତ) ଗୁଣନ କରିବା — (mathematics) To multiply (Apte)
- ସଂ — କହିବା — To speak (Apte)
- ସଂ — ଚକ୍ ଚକ୍ କରିବା — To shine (Apte)
- ସଂ — (ଗଣିତ ଜ୍ୟୋତିଷ)—କୌଣସି ଗ୍ରହ ଅନ୍ଯ ଗ୍ରହକୁ ସ୍ପର୍ଶ କରିବା ବା ଅଂଶତଃ ଆଚ୍ଛାଦନ କରିବା — (astronomy) To strike against touch, obscure or eclipse partially (Apte)
- ସଂ — ପ୍ରହାର କରିବା; ମାଡ଼ ମାରିବା — To beat (Apte)