ତଡ଼ିଦ୍ଗେଗ Taṟḍ̠itbega
- ସଂ. ବି.—(ତଡ଼ିତ୍+ବେଗ; ଷଷ୍ଠୀ ତତ୍) — ତଡ଼ିତର ବେଗ — The speed of lightening
- ସଂ. ବି.—(ତଡ଼ିତ୍+ବେଗ; ଷଷ୍ଠୀ ତତ୍) — (ରୂପକ, କର୍ମଧା) ତଡ଼ିତର ବେଗ ପରି ବେଗ ବା ଗତି; ଶୀଘ୍ରଗତି — Speed like that of the lightning; quick speed; lightning speed
- ସଂ. ବିଣ. କ୍ଲୀ. ପୁଂ (ବହୁବ୍ରୀହି) — ତଡ଼ିତର ଗତି ପରି ବେଗବାନ୍ — Quick in step or speed like the lightning