ତଡ଼ିଦ୍ଗର୍ଭ Taṟḍ̠idgarbha
- ସଂ. ବିଣ. ପୁଂ (ତଡ଼ିତ୍+ଗର୍ଭ, ବହୁବ୍ରୀହି; ସନ୍ଧିଦ୍ୱାରା ତ +ଗ =ଦ୍ଗ — ଯାହା ଗର୍ଭରେ ବିଦ୍ୟୁତ ଅଛି — Charged with lightening or electricity
- ସଂ. ବିଣ. ପୁଂ (ତଡ଼ିତ୍+ଗର୍ଭ, ବହୁବ୍ରୀହି; ସନ୍ଧିଦ୍ୱାରା ତ +ଗ =ଦ୍ଗ — ବିଦ୍ୟୁତ୍ବିଶିଷ୍ଟ — Electric
- ସଂ. ବି — ମେଘ — Cloud