ତଡ଼ିତ୍ୱାନ୍ Taṟḍ̠itvān

  • ସଂ. ବି. ପୁଂ (ତଡ଼ିତ୍+ଅଛି ଅର୍ଥରେ. ବତ୍) — ମେଘ — Clouds
  • ସଂ. ବି. ପୁଂ (ତଡ଼ିତ୍+ଅଛି ଅର୍ଥରେ. ବତ୍) — ଘଡ଼ଘଡ଼ିଯୁକ୍ତ ମେଘ — The thunder clouds
  • ସଂ. ବି. ପୁଂ (ତଡ଼ିତ୍+ଅଛି ଅର୍ଥରେ. ବତ୍) — ମସ୍ତକ — Head
  • ସଂ. ବିଣ. ପୁଂ — ତଡ଼ିତ୍ଗର୍ଭ (ଦେଖ) — Taṟḍ̠it garbha (See)