ତଡ଼ିତ୍ପ୍ରଭା Taṟḍ̠it-prabhā

  • ସଂ. ବି. ସ୍ତ୍ରୀ — (ତଡ଼ିତ୍+ପ୍ରଭା; 6 ଷ୍ଠୀ ତତ୍) ବିଦ୍ୟୁତର ତେଜ — (ତଡ଼ିତ୍+ପ୍ରଭା;6ଷ୍ଠୀ ତତ୍) ବିଦ୍ୟୁତର ତେଜ—. The halo of lightning; electric flash
  • ସଂ. ବି. ସ୍ତ୍ରୀ — (ବହୁବ୍ରୀହି)—ସ୍କନ୍ଦଙ୍କର ଏକ ମାତାଙ୍କ ନାମ — Name of one of the foster-mothers of Skanda (M.W.)
  • ସଂ. ବିଣ. ସ୍ତ୍ରୀ—(ବହୁବ୍ରୀହି) — ତଡ଼ିତ୍ ପ୍ରଭର ସ୍ତ୍ରୀଲିଙ୍ଗରୂପ — Feminine form of Taṟḍ̠it prabha