ତଡ଼ାଇବା Taṟḍ̠āibā
- ଦେ. କ୍ରି (ସଂ. ତଟ୍, ତଡ୍ ଧାତୁ=ଆଘାତ) — (ତଡ଼ିବାର ପ୍ରୟୋଜକ ରୂପେ) ଦୂର କରାଇବା — To cause to be driven away or expelled
- ଦେ. କ୍ରି (ସଂ. ତଟ୍, ତଡ୍ ଧାତୁ=ଆଘାତ) — (ତାଡ଼ିବାର ଣିଜନ୍ତରୂପ) (ଗଛର ମୂଳକୁ)— ହଣାଇ ଖୋଳାଇ ସ୍ଥାନାନ୍ତରିତ କରାଇବା; ଉତ୍ପାଟିତ କରାଇବା — To cause to be uprooted
- ଦେ. କ୍ରି (ସଂ. ତଟ୍, ତଡ୍ ଧାତୁ=ଆଘାତ) — (ମାଟି, ପଥରଆଦି) ଖୋଳାଇ ବାହାର କରାଇବା — (mud, stone etc) To cause to be dug out
- ଦେ. କ୍ରି (ସଂ. ତଟ୍, ତଡ୍ ଧାତୁ=ଆଘାତ) — (ଭୂମିକୁ ହଳଦ୍ୱାରା) ଚଷାଇବା — To cause to be ploughed
- ଦେ. କ୍ରି (ସଂ. ତଟ୍, ତଡ୍ ଧାତୁ=ଆଘାତ) — ଅନଙ୍ଗ ଲଙ୍ଗଳେ ତଡ଼ାଇଲ ହେ—ପ୍ରାଚୀନ ସଙ୍ଗୀତ।