ତଡ଼ା ପଡ଼ିବା Taṟḍ̠ā paṟḍ̠ibā

  • ଦେ. କ୍ରି (କାନ ଶବ୍ଦ ପରେ ବ୍ଯବହୃତ) ଅତଡ଼ା ପଡ଼ିବା; ତାବଦା ହେବା; ସ୍ତବ୍ଧ ହେବା — (The ears) To be stunned
  • ଦେ. କ୍ରି (କାନ ଶବ୍ଦ ପରେ ବ୍ଯବହୃତ) (ଯଥା—ମୃଦଙ୍ଗମାଡ଼ ଶୁଣି ମୋ କାନ ତଡ଼ା ପଡ଼ିଲା।)