ତଡ଼ାଉ Taṟḍ̠āu

  • ଦେ. ବି — ତଡ଼ଉ 2 (ଦେଖ) — ତଡ଼ଉ2(ଦେଖ). Taṟḍ̠au 2 (See)
  • ଦେ. ବି — ଶ୍ରୀ ପୟରେ ତଡ଼ାଉ, ନୂପୁର, ମୁଦ୍ରିକା ମଣ୍ଡିତ ଅଙ୍ଗୁଳିର— ବିଶ୍ୱନାଥ. ବିଚିତ୍ରରାମାୟଣ।
  • ଦେ. ବି — ପୋଷାକ — Dress
  • ଦେ. ବି — ମଣିମୟ ତଡ଼ାଇ ଶ୍ରୀଅଙ୍ଗେ ଲାଗି କରି, ଭାଲପଟେ ସିନ୍ଦୂର ତିଳକ ଦେଲେ ନାରୀ। ବିଶ୍ୱନାଥ. ବିଚିତ୍ରରାମାୟଣ।