ତ୍ୱାଷ୍ଟ୍ର Twāshṭra
- ସଂ. ବି. (ତ୍ୱଷ୍ଟୃ+ଅ) (ବିଶ୍ୱକର୍ମାଙ୍କ ନିର୍ମିତ) ବଜ୍ର — Thunder bolt
- ସଂ. ବି. (ତ୍ୱଷ୍ଟୃ+ଅ) (ଏ ତ୍ୱଷ୍ଟାଙ୍କ ପୁତ୍ର ଥିବାରୁ) ବୃତ୍ରାସୁରର ଏକ ନାମ — A name of Bṛutrāsura
- ସଂ. ବି. (ତ୍ୱଷ୍ଟୃ+ଅ) (ତ୍ୱଷ୍ଟାଙ୍କ ଅଧିଷ୍ଠିତ) ଚିତ୍ରା ନକ୍ଷତ୍ର — The 14th asterism according to the Hindu astrology