ତ୍ୱାଷ୍ଟ୍ରୀ Twashṭrī
- ସଂ. ବି. (ତ୍ୱଷ୍ଟୃ+ଥ+ସ୍ତ୍ରୀ ଇ) — ବିଶ୍ୱକର୍ମାଙ୍କ କନ୍ଯା ସୂର୍ଯ୍ୟଙ୍କ ପତ୍ନୀ ଓ ଅଶ୍ୱିନୀକୁମାର ଦ୍ୱୟଙ୍କ ମାତା ସଂଜ୍ଞା ଦେବୀ — Name of one of the two wives of Sun God
- ସଂ. ବି. (ତ୍ୱଷ୍ଟୃ+ଥ+ସ୍ତ୍ରୀ ଇ) — ଅଶ୍ୱିନୀ ନକ୍ଷତ୍ର — The 1st asterism of the Hindu astrology