ତ୍ୱଷ୍ଟା Twashṭā

  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ବିଶ୍ୱକର୍ମା — The heavenly architect according to the Hindus
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — [ଦ୍ର—ବିଷ୍ଣୁପୁରାଣ ମତରେ ସୂର୍ଯ୍ୟଙ୍କର 7 ଜଣ ସାରଥି ମଧ୍ୟରୁ ଏ ଜଣେ।] — [ଦ୍ର—ବିଷ୍ଣୁପୁରାଣ ମତରେ ସୂର୍ଯ୍ୟଙ୍କର7ଜଣ ସାରଥି ମଧ୍ୟରୁ ଏ ଜଣେ]
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ବଢ଼େଇ — Carpenter
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ସୂର୍ଯ୍ୟ — The Sun god
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ମହାଦେବ — God Ṡiba
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ବୃତ୍ରାସୁରର ପିତା — Father of Brutra
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ଦ୍ୱାଦଶାଦିତ୍ୟ ମଧ୍ୟରୁ ଏକାଦଶ (ଏ ଚକ୍ଷୁର ଅଧିଷ୍ଠାତା ଦେବ) — Name of the eleventh solar Deity
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ଚିତ୍ରା ନକ୍ଷତ୍ରର ଅଧିଷ୍ଠାତା ଦେବ — The Deity presiding over the 14th asterism
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ବୈଦିକ ଦେବତା ବିଶେଷ — Name of a Vedic Deity
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — [ଦ୍ର—ଏ ପ୍ରାଣୀଙ୍କ ଗର୍ଭସ୍ଥ ବୀର୍ଯ୍ୟକୁ ବିଭାଗ କରନ୍ତି ବୋଲି ବର୍ଣ୍ଣିତ ହୋଇଅଛନ୍ତି।]
  • ସଂ. ବି. (ତ୍ୱକ୍ଷ୍ ଧାତୁ+କର୍ତ୍ତୃ. ତୃ=ତ୍ୱଷ୍ଟ; 1 ମା. 1 ବ) — ବର୍ଣସଂକର ଜାତିବିଶେଷ; ସୂତ୍ରଧାର — Name of caste of mixed blood; carpenter
  • ସଂ. ବିଣ. — ତକ୍ଷଣକର୍ତ୍ତା; ଯେ କାଠ ତାଞ୍ଚେ — Scraping wood