ତ୍ୱରିତା Twaritā

  • ସଂ. ବି. — ଦେବୀବିଶେଷ — Name of a Goddess
  • ସଂ. ବି. — [ଦ୍ର—ଯୁଦ୍ଧରେ ଜୟଲାଭ କରିବାପାଇଁ ଏ ଦେବୀଙ୍କର ପୂଜା କରିବା ତନ୍ତ୍ରରେ ଉପଦେଶ ଦିଆଯାଇଅଛି। ହି. ଶବ୍ଦସାଗର।]