ତ୍ୱରାନ୍ୱିତ Twarānwita

  • ସଂ. ବିଣ. (ତୃତୀୟା ତତ୍; ତ୍ୱରା+ଅନ୍ୱିତ) — ସତ୍ୱର — Quick; hasty; hurried
  • ସଂ. ବିଣ. (ତୃତୀୟା ତତ୍; ତ୍ୱରା+ଅନ୍ୱିତ) — ଆଗ୍ରହାନ୍ୱିତ — Eager