ତ୍ୱଗ୍ଦୋଷୀ Twagdoshī

  • ସଂ. ବିଣ. ପୁଂ. (ତ୍ୱଗ୍ ଦୋଷ+ଇନ୍ 1 ମା. 1 ବ) — କୁଷ୍ଠରୋଗାକ୍ରାନ୍ତ; କୋଢ଼ିଆ — Leprous
  • ସଂ. ବି. ପୁଂ — କୁଷ୍ଠରୋଗାକ୍ରାନ୍ତ ବ୍ଯକ୍ତି — A leper