ତ୍ୱକ୍ସାରା Twaksārā

  • ସଂ. ବି (ତ୍ୱକ୍ସାର+ଆ) — ବଂଶଲୋଚନା; ବାଉଁଶ ମଧ୍ୟରେ ଥିବା ଶ୍ୱେତବର୍ଣ୍ଣ ଔଷଧଦ୍ରବ୍ଯବିଶେଷ — Tabashir; a salicious deposit found inside the bamboo; the manna of bamboo