ତ୍ୱକ୍ପତ୍ରୀ Twakpatrī

  • ସଂ. ବି. ସ୍ତ୍ରୀ. (ତ୍ୱକ୍+ପତ୍ର+ଈ) — ହେଙ୍ଗୁପତ୍ରୀ; ଏକପ୍ରକାର ଗୁଳ୍ମ — A medicinal plant; Mimosa Octandra
  • ସଂ. ବି. ସ୍ତ୍ରୀ. (ତ୍ୱକ୍+ପତ୍ର+ଈ) — କଦଳୀଗଛ — Plantain tree