ତ୍ରୟୋଦଶୀ Trayodaṡī

  • ସଂ. ବି. ସ୍ତ୍ରୀ. (ତ୍ରୟୋଦଶ+ଈ) — ଚନ୍ଦ୍ରର ତ୍ରୟୋଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି; ଚନ୍ଦ୍ରପକ୍ଷର ତ୍ରୟୋଦଶ ଦିବସ — The 13th day of lunar fortnight
  • ସଂ. ବି. ସ୍ତ୍ରୀ. (ତ୍ରୟୋଦଶ+ଈ) — [ଦ୍ର—ଏକ ମାସ ମଧ୍ୟରେ ଦୁଇଗୋଟି ତ୍ରୟୋଦଶୀ ତିଥି ପଡ଼େ ଯଥା—ଶୁକ୍ଳା ତ୍ରୟୋଦଶୀ ଓ କୃଷ୍ଣା ତ୍ରୟୋଦଶୀ।]