ତ୍ରୟ ଲୋଚନ Traya lochana

  • ଗ୍ରା. ବି. (ସଂ. ତ୍ରିଲୋଚନ — ତ୍ରିଲୋଚନ (ଦେଖ) — Trilochamna (See)
  • ଗ୍ରା. ବି. (ସଂ. ତ୍ରିଲୋଚନ — ଯେଉଁ ପ୍ରୀତି କରିଥିଲେ ତ୍ରୟଲୋଚନ, ନାରୀକି ଅର୍ଦ୍ଧ ଅଙ୍ଗରେ ବସାଇଛନ୍ତି ରଙ୍ଗରେ ପ୍ରୀତି ଯୋଗୁଁ ସର୍ବ ଅଙ୍ଗେ ଚିତାଭସ୍ମ ଲେପନ। ପ୍ରାଚୀନ ସଙ୍ଗୀତ।