ତ୍ର୍ୟକ୍ଷର Tryakshara

  • ସଂ. ବିଣ. (ବହୁବ୍ରୀହି; ତ୍ରି+ଅକ୍ଷର) — ତିନି ଅକ୍ଷରଯୁକ୍ତ — Consisting of three letters
  • ବି — ପ୍ରଣବ; ଓଁ କାର (ଏହି ଅ. ଉ. ମ. ଏହି 3 ଅକ୍ଷରର ସମଷ୍ଟି) — ପ୍ରଣବ; ଓଁ କାର (ଏହି ଅ. ଉ. ମ. ଏହି3ଅକ୍ଷରର ସମଷ୍ଟି)—. The mystic sound 'Om' uttered by the Hindus
  • ବି — ତିନି ଅକ୍ଷରଯୁକ୍ତ ବର୍ଣ୍ଣ — A trigraph
  • ବି — ବିବାହର ଘଟକ — A marriage-broker