ତ୍ରୈରାଶିକ Tra̲i̱rāṡika

  • ସଂ. ବି.—(ତ୍ରିରାଶି+ପରିମାଣାର୍ଥ. କ) — (ଗଣିତ) ତିନି ଗୋଟି ରାଶିର ପରସ୍ପର ଘଟିତ ଅଙ୍କପ୍ରଣାଳୀ — (Arithmetic) The rule of three
  • ସଂ. ବି.—(ତ୍ରିରାଶି+ପରିମାଣାର୍ଥ. କ) — [ଦ୍ର—ଏହାଦ୍ୱାର ତିନିଗୋଟି ଦତ୍ତ ରାଶି ସାହାଯ୍ଯରେ 4 ର୍ଥ ଅଜ୍ଞାତ ରାଶି ଜଣା ପଡ଼େ। — [ଦ୍ର—ଏହାଦ୍ୱାର ତିନିଗୋଟି ଦତ୍ତ ରାଶି ସାହାଯ୍ଯରେ4ର୍ଥ ଅଜ୍ଞାତ ରାଶି ଜଣା ପଡ଼େ
  • ସଂ. ବି.—(ତ୍ରିରାଶି+ପରିମାଣାର୍ଥ. କ) — ଯଥା—ଜଣକୁ ଟ 10 ଦିଆଗଲେ 15 ଜଣକୁ କେତେ ଦିଆ ଯିବ। ଏହାକୁ ତ୍ରୈରାଶିକ ପ୍ରଣାଳୀରେ କଲେ — ଯଥା—ଜଣକୁ ଟ10ଦିଆଗଲେ15ଜଣକୁ କେତେ ଦିଆ ଯିବ ଏହାକୁ ତ୍ରୈରାଶିକ ପ୍ରଣାଳୀରେ କଲେ
  • ସଂ. ବି.—(ତ୍ରିରାଶି+ପରିମାଣାର୍ଥ. କ) — ] — 1 : 15: ଟ10: ଅଜ୍ଞାତ; ଏଥିର ସାଧନ; ଅଜ୍ଞାତ15510/1=150/1=ଟ150
  • ବିଣ. — ଜ୍ଯୋତିଷୋକ୍ତ ତିନିଗୋଟି ରାଶି ସମ୍ବନ୍ଧୀଯ — Belonging to three signs of zodiac