ତ୍ରିୟମ୍ବକ Triyambaka
- ସଂ. ବି. (ବହୁବ୍ରୀହି; ତ୍ରି=ତିନି+ଅମ୍ବକ=ଚକ୍ଷୁଃ) ତ୍ର୍ୟମ୍ବକ; ମହାଦେବ; ଶିବ — The three-eye God Ṡiba
- ସଂ. ବି. (ବହୁବ୍ରୀହି; ତ୍ରି=ତିନି+ଅମ୍ବକ=ଚକ୍ଷୁଃ) [ଦ୍ର—ଏହି ଶବ୍ଦ ସାଧାରଣତଃ 'ତ୍ର୍ୟମ୍ବକ' ରୂପେ ବ୍ଯବହୃତ ହୁଏ। କେବଳ ମାତ୍ର କବି କାଳିଦାସ 'ତ୍ରିୟମ୍ବକ' ଶବ୍ଦ ବ୍ଯବହାର କରିଅଛନ୍ତି।
- ସଂ. ବି. (ବହୁବ୍ରୀହି; ତ୍ରି=ତିନି+ଅମ୍ବକ=ଚକ୍ଷୁଃ) ଏହି ଶବ୍ଦ ତ୍ରିଅମ୍ବକରୂପେ ଦେଶଜରୂପରେ ବ୍ଯବହୃତ ହୁଏ।]