ତ୍ରିସୁଗନ୍ଧି Trisugandhi

  • ସଂ. ବି (ସମାହାର ଦ୍ୱିଗୁ; ତ୍ରି+ସୁଗନ୍ଧି) — (ବୈଦ୍ୟକ) ଡାଳଚିନି, ଅଳେଇଚ ଓ ତେଜପତ୍ରର ସମାହାର — (Ayurveda) A mixture of the three scented articles (viz. cinnamon, cardamom and Cassia leaves