ତ୍ରିସୀମା Trisīmā

  • ଦେ. ବି — ସନ୍ନିଧି; ନିକଟ; ସମୀପ — Proximity; vicinity
  • ଦେ. ବି — (ଯଥା—ଯେ ବିଦ୍ୟାଳୟର ତ୍ରିସୀମା ମାଡ଼ି ନାହାନ୍ତି, ସେ ପଣ୍ଡିତ ବୋଲି ପୂଜା ପାଉଅଛନ୍ତି।)