ତ୍ରିସୀତ୍ୟ Trisītya

  • ସଂ. ବିଣ (ତ୍ରି+ସୀତ୍ ଧାତୁ=ଚାଷ କରିବା+କର୍ମ. ଯ) — ତିନି ଓଡ଼ ହଳ ହୋଇଥିବା; ତିନିଥର ଚଷା ଯାଇଥିବା; ତ୍ରିବାର କର୍ଷିତ — Thrice tilled or ploughed; thrice furrowed (land)