ତ୍ରିସିତା Trisitā

  • ସଂ. ବି (ସମାହାର ଦ୍ୱିଗୁ; ତ୍ରି+ସିତା) — (ବୈଦ୍ଯକ) ଗୁଡ଼, ଚିନି ଓ ମିଶ୍ରିର ସମାହାର — (Ayurveda) A mixtrue of three kinds of sugar (i.e. molasses, refined sugar and sugar candy.)