ତ୍ରିସାମା Trisāmā

  • ସଂ. ବି. ପୁଂ (ତ୍ରିସାମନ୍ ଶବ୍ଦ 1 ମା. 1 ବ.) — (ବିଷ୍ଣୁସହସ୍ର ନାମୋକ୍ତ) ବିଷ୍ଣୁଙ୍କ ନାମ — A name of Bishṇu
  • ସ୍ତ୍ରୀ — (ଭାଗବତ) ମହେନ୍ଦ୍ର ପର୍ବତରୁ ବାହାରିଥିବା ନଦୀବିଶେଷ — Name of a river rising from the Mahendra mountain