ତ୍ରିସରି ମୁଦୀ Trisari mudī

  • ଦେ. ବି — ହାତ ଆଙ୍ଗୁଠିରେ ପିନ୍ଧାଯିବା ଏକପ୍ରକାର ମୁଦୀ—(ଗୋଟିଏ ତାରକୁ ତିନିଥର ଘୂରାଯାଇ ଏ ମୁଦି ତିଆରି ହୋଇଥାଏ) — A kind of finger ring for the hands
  • ଦେ. ବି — ବାମ କରର ଅଙ୍ଗୁଳି, ତ୍ରିସରି ମୁଦୀରେ ଝଳି—ଭଞ୍ଜ. ଲାବଣ୍ୟବତୀ।