ତ୍ରିସବନ Trisabana

  • ସଂ. ବି (ତ୍ରି+ସବନ=ସ୍ନାନ) — ଦିନ ମଧ୍ୟରେ ତିନିଥର ସ୍ନାନ; ତ୍ରିସନ୍ଧ୍ୟାରେ ସ୍ନାନ — Bathing thrice during the day (viz in the morning, at noon and in the evening)