ତ୍ରିଶୂଳ Triṡūḻa

  • ସଂ. ବି. (ବହୁବ୍ରୀହି; ତ୍ରି+ଶୂଳ ଯାହାର) — ତ୍ରିଫଳକଯୁକ୍ତ ମହାଦେବଙ୍କ ଅସ୍ତ୍ର — The trident; the weapon of Ṡiba
  • ସଂ. ବି. (ବହୁବ୍ରୀହି; ତ୍ରି+ଶୂଳ ଯାହାର) — ତିନି ତେଣ୍ଟିଆ ମୁନା ଅସ୍ତ୍ର — A pitchfork