ତ୍ରିଶିରା Triṡirā
- ସଂ. ବିଣ. (ତ୍ରିଶିରସ୍ ଶବ୍ଦ, ବହୁବ୍ରୀହି; ତ୍ରି+ଶିରସ୍, 1 ମା. 1 ବ.) — ତିନିମୁଣ୍ଡିଆ — Three-headed
- ବି — କୁବେର — God Kubera
- ବି — ଜ୍ୱର ପୁରୁଷ — The demon presiding over fever; fever personified as a Deity
- ବି — [ଦ୍ର—ହରିବଂଶରେ ଲେଖା ଅଛି ଯେ ବାଣାସୁରର ସହାୟତା କରିବା ପାଇଁ ମହାଦେବ ନିଜ ଶରୀରରୁ ଏହାକୁ ଉତ୍ପନ୍ନ କରି— ଥିଲେ। ଏହାର 3 ମୁଣ୍ଡ, 3 ଗୋଡ଼, 6 ହାତ ଓ 9 ଆଖି।] — [ଦ୍ର—ହରିବଂଶରେ ଲେଖା ଅଛି ଯେ ବାଣାସୁରର ସହାୟତା କରିବା ପାଇଁ ମହାଦେବ ନିଜ ଶରୀରରୁ ଏହାକୁ ଉତ୍ପନ୍ନ କରି— ଥିଲେ ଏହାର3ମୁଣ୍ଡ,3ଗୋଡ଼,6ହାତ ଓ9ଆଖି]
- ବି — (ରାମାୟଣୋକ୍ତ) ଖରର ସେନାପତି; ରାକ୍ଷସବିଶେଷ — Name of a demon; a commander of the demon Khara
- ବି — [ଦ୍ର—ଏ ରାବଣର ଏକ ଭାଇ। ଏ ଖର ଦୂଷଣଙ୍କ ସଙ୍ଗେ ଦଣ୍ଡକାରଣ୍ୟରେ ରହୁଥିଲା। ରାମଚନ୍ଦ୍ର ଏହାକୁ ବଧ କଲେ।]
- ବି — ତ୍ୱଷ୍ଟା ପ୍ରଜାପତିଙ୍କର ଏକ ପୁତ୍ର — Name of a son of Twashṭā