ତ୍ରିଶିଖ Triṡikha

  • ସଂ. ବି. (ବହୁବ୍ରୀହି; ତ୍ରି+ଶିଖ) — ତ୍ରିଶୂଳ — A trident
  • ସଂ. ବି. (ବହୁବ୍ରୀହି; ତ୍ରି+ଶିଖ) — କିରୀଟ — A crown
  • ସଂ. ବି. (ବହୁବ୍ରୀହି; ତ୍ରି+ଶିଖ) — ରାବଣର ପୁତ୍ରବିଶେଷ — Name of a son of Rābaṇa
  • ସଂ. ବି. (ବହୁବ୍ରୀହି; ତ୍ରି+ଶିଖ) — ବେଲ ଗଛ — The Bel tree; Aegle Marmelos
  • ବିଣ. ପୁଂ. ଓ କ୍ଳୀ — ତିନି ଶାଖାବିଶିଷ୍ଟ — Three forked