ତ୍ରିଲୋକ Triloka

  • ସଂ. ବି. କ୍ଳୀ (ସମାହର ଦ୍ୱିଗୁ; ତ୍ରି+ଲୋକ) — ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଏହି ତିନି ଭୁବନ; ତ୍ରିଭୁବନ — The three worlds; the heaven, the earth and the nether world