ତ୍ରିଲିଙ୍ଗ Trilinga

  • ସଂ. ବିଣ. — (ବ୍ୟାକରଣ) ସ୍ତ୍ରୀ. ପୁଂ ଓ ନପୁଂସକ ଲିଙ୍ଗବିଶିଷ୍ଟ (ଶବ୍ଦ) — (grammar) Having three genders
  • ବି. — ସ୍ତ୍ରୀଲିଙ୍ଗ, ପୁଂଲିଙ୍ଗ ଓ ନପୁଂସକ ଲିଙ୍ଗ — The three genders (masculine, feminine and neuter)
  • ବି. — ତୈଲଙ୍ଗ (ଦେଖ) — Ta̲i̱laṅga (See)
  • ବି. — [ଦ୍ର—ତୈଲଙ୍ଗ ବା ତେଲଙ୍ଗା ଶବ୍ଦର ଏହି ଶବ୍ଦ ମୂଳସଂସ୍କୃତ ଶବ୍ଦ ଥିବାର କେହି କେହି କହନ୍ତି; କିନ୍ତୁ ଏହା ଠିକ ନ ଥିବାର ଜଣା ଯାଏ।]