ତ୍ରିରୋରି Trirorī

  • ଦେ. ବି. (ନାମ) — ଥାନେଶ୍ୱରର ନିକଟବର୍ତ୍ତୀ ସ୍ଥାନବିଶେଷ; ତିରୋରୀ — Name of a place near Thāneṡwar; Tirouri
  • ଦେ. ବି. (ନାମ) — [ଦ୍ର—ଏଠାରେ ମହମ୍ମଦ ଘୋରୀ ଓ ପୃଥ୍ୱୀରାଜଙ୍କ ମଧ୍ୟରେ ଘୋର ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ପୃଥ୍ୱୀରାଜ ପରାସ୍ତ ହୋଇ ମୃତ ହେଲେ। ସେହି ଦିନରୁ ଭାରତରୁ ହିନ୍ଦୁ ସ୍ୱାଧୀନତା ଲୋପ ପାଇଲା।