ତ୍ରିଯାମା Trij̄āmā

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ଯାମ=ପ୍ରହର+ସ୍ତ୍ରୀ. ଆ) — ରାତ୍ରି; ରଜନୀ — Night
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ଯାମ=ପ୍ରହର+ସ୍ତ୍ରୀ. ଆ) — ଯମୁନା ନଦୀ — The J̄amunā river
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ଯାମ=ପ୍ରହର+ସ୍ତ୍ରୀ. ଆ) — ହରିଦ୍ରା; ହଳଦୀ — Turmeric
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ଯାମ=ପ୍ରହର+ସ୍ତ୍ରୀ. ଆ) — [ଦ୍ର—ରାତ୍ରିର ପ୍ରଥମ ଚାରି ଦଣ୍ଡ ଓ ଶେଷ ଚାରିଦଣ୍ଡ ଦିବସର ଅନ୍ତର୍ଗତ ବୋଲି ରାତ୍ରିକୁ ତ୍ରିଯାମା ବୋଲାଯାଏ।]
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ଯାମ=ପ୍ରହର+ସ୍ତ୍ରୀ. ଆ) — କଳା ତିହୁଡ଼ି (ଦେଖ) — (the black) Tihuṟḍ̠i (See)
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ତ୍ରି+ଯାମ=ପ୍ରହର+ସ୍ତ୍ରୀ. ଆ) — ନୀଳ ଗୁଳ୍ମ — The indigo plant