ତ୍ରିମୁଣ୍ଡ Trimuṇḍa

  • ସଂ. ବିଣ. (ବହୁବ୍ରୀହି) — ତିନି ମୁଣ୍ଡବିଶିଷ୍ଟ — Three-headed
  • ସଂ. ବି — ତ୍ରିଶିରା ରାକ୍ଷସ — Name of a three-headed demon killed by Rāmachandra
  • ସଂ. ବି — ଜ୍ୱର ପୁରୁଷ — The demon personifying the fever-disease