ତ୍ରିମୁଖ Trimukha

  • ସଂ. ବିଣ (ବହୁବ୍ରୀହି) — ତିନି ଗୋଟି ମୁହଁ ବିଶିଷ୍ଟ — Having three mouths or faces
  • ବି — ଶାକ୍ୟ ମୁନି — A name of the Buddha
  • ବି — ଗାୟତ୍ରୀ ଜପିବାର 24 ମୁଦ୍ରା ମଧ୍ୟରୁ ଗୋଟିଏ ମୁଦ୍ରା — ଗାୟତ୍ରୀ ଜପିବାର4ମୁଦ୍ରା ମଧ୍ୟରୁ ଗୋଟିଏ ମୁଦ୍ରା— . One of the 4 postures assumed while counting the Gāyatrī formula in the rosary