ତ୍ରିମାତ୍ରିକ Trimātrika

  • ସଂ. ବିଣ. (ତ୍ରି+ମାତ୍ରା+ଇକ) — ଯେଉଁ ଛାନ୍ଦରେ 3 ଟି ମାତ୍ରା ଥାଏ — ଯେଉଁ ଛାନ୍ଦରେ3ଟି ମାତ୍ରା ଥାଏ— . (meter) Having three measures or strokes
  • ସଂ. ବିଣ. (ତ୍ରି+ମାତ୍ରା+ଇକ) — ପ୍ଳୁତ (ଉଚ୍ଚାରଣ); 1, 2, ଓ 3 ଗଣିବାକୁ ଯେତେ ସମୟ ଲାଗେ ସେତିକି ସମୟରେ ଉଚ୍ଚାରିତ ଦୀର୍ଘ (ସ୍ୱର) — ପ୍ଳୁତ (ଉଚ୍ଚାରଣ);1, , ଓ 3ଗଣିବାକୁ ଯେତେ ସମୟ ଲାଗେ ସେତିକି ସମୟରେ ଉଚ୍ଚାରିତ ଦୀର୍ଘ (ସ୍ୱର)— . Extra-long (sound of a vowel.)