ତ୍ରିମଧୁ Trimadhu

  • ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ମଧୁ) — ମହୁ, ଘିଅ ଓ ଚିନିର ସମାହାର — A mixture of honey, ghee and sugar
  • ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ମଧୁ) — ଋଗ୍ବେଦର ଅଂଶବିଶେଷ — Name of a part of the Ṛugbeda