ତ୍ରିମଦ Trimada

  • ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ମଦ) — ମୁଥା, ଧଳାଚିତା ମୂଳ ଓ ବାଇବିଡ଼ଙ୍ଗ — The aggregate of three herbs (viz, root of grass, leadwort and a vermicide seed)
  • ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ମଦ) — ବିଷୟ ମଦ, ଧନ ମଦ ଓ ଆଭିଜାତ୍ୟ ମଦ ଏହି ତ୍ରିବିଧ ମତ୍ତତା — The conciet arising from the possession of worldly prosperity, wealth and high lineage