ତ୍ରିଭଙ୍ଗୀ Tribhaṅgī

  • ସଂ. ବି. (ସଙ୍ଗୀତ) — ତାଳର 60 ମୁଖ୍ୟ ଭେଦର ଏକତମ — ତାଳର60ମୁଖ୍ୟ ଭେଦର ଏକତମ— . One of the 63 musical modes
  • ସଂ. ବି. (ସଙ୍ଗୀତ) — [ଦ୍ର—ଏଥିରେ ଏକ ଗୁରୁ, ଏକ ଲଘୁ ଓ ଏକ ପାତ ମାତ୍ରା ଥାଏ।]
  • ସଂ. ବି. (ସଙ୍ଗୀତ) — ଶୁଦ୍ଧ ରାଗର ଏକତମ — One of the pure tunes in music
  • ସଂ. ବି. (ସଙ୍ଗୀତ) — ପ୍ରତ୍ୟେକ ଚରଣରେ 32 ମାତ୍ରା ଯୁକ୍ତ ଛନ୍ଦ — ପ୍ରତ୍ୟେକ ଚରଣରେ2ମାତ୍ରା ଯୁକ୍ତ ଛନ୍ଦ— . Name of a metre of 2 syllables
  • ସଂ. ବିଣ — ତ୍ରିଭଙ୍ଗିମ (ଦେଖ) — Tribhaṅgima (See)