ତ୍ରିଭଙ୍ଗି Tribhaṇgi

  • ଦେ. ବିଣ. (ସଂ. ତ୍ରିଭଙ୍ଗୀ) — ତ୍ରିଭଙ୍ଗିମ (ଦେଖ) — Tribhaṅgima (See)
  • ଦେ. ବିଣ. (ସଂ. ତ୍ରିଭଙ୍ଗୀ) — ପାଦକେ ପାଦ ଛନ୍ଦିଦେଇ. ତ୍ରିଭଙ୍ଗି ଭଙ୍ଗେ ଉଭା ହୋଇ—ଭୂପତି. ପ୍ରେମପଞ୍ଜାମୃତ।