ତ୍ରିବେଦୀ Tribedī

  • ସଂ. ବିଣ. (ତ୍ରିବେଦ+ଇନ୍; 1 ମା. 1 ବ) — ତିନି ବେଦରେ ପାରଙ୍ଗମ — Learned in the three Bedas
  • ଦେ. ବି — ତ୍ରିପାଠୀ; ତେବାରୀ ଉପାଧିଧାରୀ ବ୍ରାହ୍ମଣ — A Brāhmana holding the family-title of Tebāri or Tripāṭhī