ତ୍ରିବୃତ Tribṛuta

  • ସଂ. ବିଣ — ବେଦବିହିତ ସଗୁଣ; ତ୍ରିଗୁଣାତ୍ମକ; ତ୍ରିଗୁଣମୟ — Consisting of the 3 qualities of Nature
  • ସଂ. ବିଣ — ତ୍ରିବୃତ ଧର୍ମର ଲକ୍ଷଣ, ଏ ଯଜ୍ଞ କର୍ମେ ଆମ୍ଭ ମନ। ଜଗନ୍ନାଥ, ଭଗବତ।