ତ୍ରିବୃତ୍ତ ଯମକ Tribṛutta j̄amaka
- ଦେ. ବି — ଗୀତର ପ୍ରତ୍ୟେକ ପଦରେ ତିନି ସ୍ଥାନରେ ପଡ଼ିବା ଯମକ — Alliteration at three places in a line in poetic composition
- ଦେ. ବି — ରାମା ଶିଶିରେ ଘୋର ନିଶିରେ ଦୁଃଖ ରାଶିରେ ଭାସି, ବସି ଏକାନ୍ତ ମାନସେ କାନ୍ତ ସ୍ୱରୁପ କାନ୍ତ ଘୋଷି। ଭଞ୍ଜ. ପ୍ରେମସୁଧାନିଧି।